*ପାଣ୍ଡିଆନଙ୍କ_କଥା_କାହିଁ_ପଚାରୁଛ ଅଂଶୁମାନ* **

ପାଣ୍ଡିଆନଙ୍କ_କଥା_କାହିଁ_ପଚାରୁଛ ଅଂଶୁମାନ* *-ୱକ୍‌ଫ ଘଟଣାବଳୀକୁ ନେଇ ପ୍ରତିକ୍ରିୟା ରଖିଲେ ଅଂଶୁମାନ ମହାନ୍ତି* *-‘ଆମେ ଏନେଇ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛୁ’* *-‘ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ ସୁପ୍ରିମୋଙ୍କୁ ଅବଗତ କରିଛୁ’* *-‘ଯଦି ଡାକନ୍ତି ଆମେ ଆମର ଦାବି ସୁପ୍ରିମୋଙ୍କୁ ଜଣାଇବୁ’* *-‘ଏହି ଘଟଣା ପଛରେ କିଏ, କାର୍ଯ୍ୟାନୁଷ୍ଠାନ ଦାବି କରିଛୁ’* *-‘ଯଦି ଆମ ନେତା ଆମକୁ ଡାକିବେ ନିଶ୍ଚୟ ଯିବୁ’* *-‘୪ ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟଜନକ’* *-ପାଣ୍ଡିଆନଙ୍କ କଥା ପଚାରିବାରୁ କହିଲେ ସେ ସନ୍ନ୍ୟାସ ନେଇ ସାରିଛନ୍ତି* *-ସମର୍ଥନ କରିବେ କି ପ୍ରଶ୍ନରେ କହିଲେ ପ୍ରଶ୍ନ ଉଠୁନାହିଁ.*