*ବିଜେଡି ଆନ୍ଦୋଳନରେ ଗର୍ଜିଲେ ସୁଜାତା...*

*ବିଜେଡି ଆନ୍ଦୋଳନରେ ଗର୍ଜିଲେ ସୁଜାତା...*

*- ବିଜେଡି ଆନ୍ଦୋଳନରେ ଗର୍ଜିଲେ ସୁଜାତା ରାଉତ*

*- MMDR ବିଲ୍‌କୁ ନେଇ ସୁଜାତା ରାଉତଙ୍କ ଭର୍ସନା*

*- ‘ଖଣି ଟିକସ ପାଇଁ BJD ୨୦ ବର୍ଷ ଲଢ଼େଇ କରିଛି’*

*- ‘ଖଣି ଟିକସ ପଇସାରେ ରାଜ୍ୟର ଉନ୍ନତି ହୋଇଥାନ୍ତା’*

*- ‘ହଜାର ହଜାର ଲକ୍ଷ ଟଙ୍କାର କ୍ଷତି ସହିବ ଓଡ଼ିଶା’*

*- ‘ଏବେ ରାଜ୍ୟର ଋଣଭାର ଦେଢ଼ ଲକ୍ଷ କୋଟି ଟଙ୍କା’*

*- BJP ନେତାଙ୍କ ରିମୋଟ୍‌ ଦିଲ୍ଲୀ ହାତରେ ଅଛି: ସୁଜାତା*

*- ‘ବିଜେପି ନେତାମାନେ ମାତୃଭୂମି ପ୍ରତି ଅନ୍ୟାୟ କରୁଛନ୍ତି’*

*- ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼େଇ ଜାରି ରହିବ: ସୁଜାତା*