ବ୍ରଜରାଜନଗରରେ ଏନ୍କାଉଣ୍ଟର
*-ଝାରସୁଗୁଡ଼ା: ବ୍ରଜରାଜନଗର ଓପିଏମ୍ ଇବ୍ ନଦୀ ଘାଟରେ ଏନ୍କାଉଣ୍ଟର*
*-ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷକୁ ପୋଲିସର ଏନ୍କାଉଣ୍ଟର*
*-ଡାହାଣ ଗୋଡ଼ରେ ଗୁଳି ବାଜିଛି, ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି*
*-ଅଙ୍କିତ ନାଁରେ ହତ୍ୟା, ଡକାୟତି ଭଳି ୭ଟି ମାମଲା ରହିଛି*
*-ମହିଳାଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଘଟଣାରେ ଖୋଜୁଥିଲା ପୋଲିସ*
*-ପୋଲିସକୁ ଦେଖି ଗୁଳି ଚଳାଇବା ପରେ ଏନ୍କାଉଣ୍ଟର*


admin 
