ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ବନ୍ୟାଜଳ

ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ବନ୍ୟାଜଳ

*-ନରସିଂହପୁର: ମା ଭଟ୍ଟାରିକା ମନ୍ଦିର ବେଢ଼ା ଛୁଇଁଲା ମହାନଦୀ ବନ୍ୟାଜଳ*

*-ଲଗାଣ ବର୍ଷା ଯୋଗୁଁ ମନ୍ଦିର ବେଢ଼ାରେ ମହାନଦୀର ଦ୍ବିତୀୟ ବନ୍ୟାଜଳ*

*-ଅଧିକ ପାଣି ହେଲେ ମା'ଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯିବ*