ଭୁବନେଶ୍ବର ଡିସିପିଙ୍କ ଇସ୍ତଫା ଅଗ୍ରାହ୍ୟ

ଭୁବନେଶ୍ବର ଡିସିପିଙ୍କ ଇସ୍ତଫା ଅଗ୍ରାହ୍ୟ

ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେନି ରାଜ୍ୟ ସରକାର

ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ

ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇନଥିବା ସୂଚନା ମିଳିଛି