ମହାନଦୀରେ ୨ ଅଜଣା ମୃତଦେହ
*-ବିନିକା: ମହାନଦୀରୁ ୨ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର*
*-ସୁବଳୟା ଥାନା ମହାନଦୀ ଫେରି ଘାଟ ନିକଟରୁ ଉଦ୍ଧାର*
*-ମୃତକ ୨ ଜଣ ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ*
*-କାଲି ରେଡ୍ ବେଳେ ୨ ଚମ୍ପଟ୍ ମାରିଥିଲେ, ୩ ଧରାପଡ଼ିଥିଲେ*
*-ଉଭୟ ମହାନଦୀକୁ ଡେଇଁ ପଡ଼ିଥିବା ସନ୍ଦେହରେ ପୋଲିସର ତଦନ୍ତ*


admin 
