ପାରାଦୀପରେ ଆନ୍ଧ୍ରର ୨୮ମାଛଧରା ଟ୍ରଲର
*-ପାରାଦୀପ ବନ୍ଦରରେ ଆଶ୍ରୟ ନେଲା ଆନ୍ଧ୍ରର ୨୮ ମାଛଧରା ଟ୍ରଲର*
*-୨୮ ମାଛଧରା ଟ୍ରଲର ସମେତ ୨୪୮ ମତ୍ସ୍ୟଜୀବୀ ନେଲେ ଆଶ୍ରୟ*
*-ସମୁଦ୍ର ଅଶାନ୍ତ ଯୋଗୁଁ ନିଜ ରାଜ୍ୟକୁ ଫେରି ନ ପାରି ଆଶ୍ରୟ ନେଲେ*
*-ପାରାଦୀପ ବନ୍ଦରରେ ଏବେ ୩ ନମ୍ବର ବିପଦ ସଙ୍କେତ ଜାରି ରହିଛି*
*-ସୁରକ୍ଷା ଦୃଷ୍ଟିରୁ ପୋତାଶ୍ରୟ ମଧ୍ୟକୁ ଜାହାଜ ପ୍ରବେଶ ଉପରେ କଟକଣା*


admin 
