500 ବର୍ଷ ର ପତରାଜ ପୁର ଦୋଳ ମେଳନ ଏକ ପ୍ରାଚୀନ ଓ ସର୍ବ ପୁରାତନ ସଂସୁକୃତି ଆଜିବି ମେଳନ ଉତ୍ସବ.

500 ବର୍ଷ ର ପତରାଜ ପୁର ଦୋଳ ମେଳନ ଏକ ପ୍ରାଚୀନ ଓ ସର୍ବ ପୁରାତନ ସଂସୁକୃତି ଆଜିବି ମେଳନ ଉତ୍ସବ.

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଉତ୍ତର ବାଲେଶ୍ୱର ର 500 ବର୍ଷ ର ପତରାଜ ପୁର ଦୋଳ ମେଳନ ଏକ ପ୍ରାଚୀନ ଓ ସର୍ବ ପୁରାତନ ସଂସୁକୃତି ଆଜିବି ମେଳନ ଉତ୍ସବ ହେଉଛି, 13 ତମ ସନ୍ଧ୍ୟା ତା17/30/2026 ରିଖ ରବିବାର ରେ ଚତୃରର୍ଦ୍ଧା ମୂର୍ତ୍ତି ମାନଙ୍କର ଏଗାର ବେଶ ପ୍ରଦଶ୍ରିତ ହୋଇଛି,ପତରାଜ ପୁର ଦୋଳ ମେଳନ କମିଟି ତରଫରୁ ଆଧ୍ୟାତ୍ମିକ ପ୍ରବଚନ ର ଆୟୋଜନ ହୋଇଛି, ଏଥିରେ ପଣ୍ଡିତ ଦୁର୍ଗାଦାସ ମହାପାତ୍ର, ପଣ୍ଡିତ ଗଣେଶ ଦାସ ମହାପାତ୍ର, ପଣ୍ଡିତ ମୁରଲୀଧର ଦାସ ବ୍ୟକ୍ତବ୍ୟ ରଖିଛନ୍ତି, ପୁରୀ ଶ୍ରୀମନ୍ଦିର ରୁ ଆସିଛନ୍ତି, ଶ୍ରୀଜଗନ୍ନାଥ ପ୍ରେମୀ ଓ ଭକ୍ତ ଙ୍କ ସମାଗମ ହୋଇଛି, 500 ବର୍ଷ ର ଠାକୁର ଶ୍ରୀ ଗୋବିନ୍ଦ ଜୀଉ, ରୁସ୍ତପୁର ସର୍ବ ପ୍ରଥମ ଓ ପୂଜ୍ୟ ଉତ୍ତର ଓଡିଶା ସର୍ବ ପୁରାତନ ପତରାଜ ପୁର ମେଳନ ପଡିଆ ର ଆକର୍ଷଣ ବାଲେଶ୍ୱର ଜିଲାର ପୁରାତନ ସଂସ୍କୃତି ଅଟେ, ହଜାର ହଜାର ଲୋକଙ୍କ ସମାଗମ ହେଉଛି, କମିଟି ପୂର୍ଣ୍ଣ ଶାନ୍ତିପୂର୍ଣ ରଖୁଛି, ଓ ପୋଲିସ ମଧ୍ୟ୍ୟ ଏକମାସ ଶାନ୍ତି ରକ୍ଷା ପାଇଁ ମୁତୟନ ହୋଇଛି, ରାଜ୍ୟ ସରକାର ଏହାକୁ ଏକ ସରକାରୀ ସ୍ୱୀକୃତି ମେଳନ ଭାବେ ଘୋଷଣା କରିବାକୁ ବାଲେଶ୍ୱର ର ଖଇରା ବ୍ଲକ ର ଅଧିବାସୀ ଦାବୀ କରୁଛନ୍ତି.