ମାଲକାନଗିରି ପହଞ୍ଚିଲେ ଉପମୁଖ୍ୟ କେବି ସିଂ ଦେଓ। ଏବଂ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମାଲକାନଗିରି ପହଞ୍ଚିଲେ ଉପମୁଖ୍ୟ କେବି ସିଂ ଦେଓ। ଏବଂ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମାଲକାନଗିରି ପହଞ୍ଚିଲେ ଉପମୁଖ୍ୟ କେବି ସିଂ ଦେଓ। ଏବଂ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

Vo-ମାଲକାନଗିରି ଜିଲ୍ଲା ଏୟାରପୋର୍ଟ ରେ ପହଞ୍ଚିଲେ ଡେପୁଟି CM କନକ ବର୍ଦ୍ଧନ ସିଂହଦେଓ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ପୁଣି ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ ବନ୍ଦ ରହିବ 12 ଘଣ୍ଟା।ଅଜି ଅପରାହ୍ନ 12 ଟା ରୁ ରାତି 12 ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିବ।ବର୍ତ୍ତମାନ ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି।ଡେପୁଟି CM କନକ ବର୍ଦ୍ଧନ ସିଂହଦେଓ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ DIG, ଅତିରିକ୍ତ DG ସଞ୍ଜିବ ପଣ୍ଡା,ମାଲକାନଗିରି ଜିଲ୍ଲାପାଳ ଏବଂ ମାଲକାନଗିରି SP ବୈଠକରେ ସାମିଲ ହୋଇଛନ୍ତି। ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି