ରାଜଧାନୀରୁ_ତଡ଼ା_ହେବେ_ବାଂଲାଦେଶୀ_ନାଗରିକ.
*ରାଜଧାନୀରୁ_ତଡ଼ା_ହେବେ_ବାଂଲାଦେଶୀ_ନାଗରିକ* *ଶୀଘ୍ର ଚିହ୍ନଟ ପାଇଁ କମିଶନରେଟ୍ ପୋଲିସର ପକ୍ରିୟା ଆରମ୍ଭ.* *ସମସ୍ତ ଥାନାକୁ ଅବଗତ କରାଇଲେ ଭୁବନେଶ୍ବର ଡିସିପି* *ଏନେଇ ସବୁ ଥାନା ଅଧିକାରୀଙ୍କ ସହ ଆଲୋଚନା* *ବାଂଲାଦେଶୀ ଭୁବନେଶ୍ବର ଆସି କ'ଣ କରୁଛନ୍ତି ଯାଞ୍ଚ ହେବ* *ଆବଶ୍ୟକ କାଗଜପତ୍ର ମଧ୍ୟ ଯାଞ୍ଚ ପାଇଁ ନିର୍ଦେଶ*
