*ରାଜଧାନୀରେ ବୁଲୁଛି ଦନ୍ତା...*
*-ଭୁବନେଶ୍ବର: ଭରତପୁର ଚନ୍ଦକା ରାସ୍ତାରେ ଦନ୍ତା ହାତୀ*
*-ଅନ୍ଧାରୁଆ ଛକ ଉପରେ ବୁଲୁଛି ଦନ୍ତା, ଗମନାଗମନ ବାଧାପ୍ରାପ୍ତ*
*-ବାମଗୋଡ଼ରେ ଆଘାତ ଲାଗିଥିବାରୁ ଛୋଟେଇ ଛୋଟେଇ ବୁଲୁଛି*
*-ଜଙ୍ଗଲ ଭିତରକୁ ହାତୀକୁ ଘଉଡ଼ାଇବାକୁ ବନ ବିଭାଗର ଉଦ୍ୟମ*
*-ମଙ୍ଗଳବାର ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରାଯାଇଥିଲା*


admin 
