*ଗୋଟିଏ ଅଫିସ୍ରେ ୩ ବର୍ଷରୁ ଊର୍ଦ୍ଧ୍ବ ରହିଲେ ବଦଳି...*
*-ରାଜସ୍ୱ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ*
*-ବଦଳି ଓ ରୋଟେସନ୍ ପ୍ରକ୍ରିୟା ଶୀଘ୍ର ସାରିବାକୁ ସରକାରଙ୍କ ନିର୍ଦ୍ଦେଶ*
*-୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଗୋଟିଏ ଅଫିସ୍ରେ ରହିଲେ ବଦଳି ଅନିବାର୍ଯ୍ୟ*
*-ଜୁନ୍ ୧୫ ସୁଦ୍ଧା ବଦଳି ପ୍ରକ୍ରିୟା ସାରିବାକୁ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ*


admin 
