ଶଙ୍ଖ ଛାଡିଲେ,ପଦ୍ମ ଧରିଲେ ନୟାଗଡ଼ ବ୍ଲକ ଅଧକ୍ଷକିଶୋର
ନୟାଗଡ ୧୬/୫ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନୟାଗଡ଼ ଗସ୍ତ ପରେ ବିଜେଡି ଛାଡିନିଜର ବ୍ୟକ୍ତି ଗତ କାରଣ ଦର୍ଶାଇ ଜିଲ୍ଲା ସଭାପତି ଙ୍କ ନିକଟଙ୍କୁ ଇସ୍ତଫା ପତ୍ର ପଠାଇଥିଲେ l ଏପଟେପ୍ରାଥମିକ ସଦସ୍ୟ ପଦ ରୁ ଇସ୍ତଫା ଦେଇ ସମୟ ଆସିଲେ ଜଣା ପଡିବ, ସଫେଇ ଦେଇ ନୟାଗଡ଼ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ସାହୁ, ନିକଟ ରେ ମନମୋହନ ସାମଲ ଙ୍କ ଉପସ୍ଥିତ ରେ ବିଜେପି ର ମିଶି ସାରିଛନ୍ତି l ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଙ୍କ ଏକାନ୍ତ ଘନିଷ୍ଠ ଥିଲେ ବିଜେଡି ନେତା କିଶୋର ସାହୁ l ଏକଦା ଅରୁଣ ଙ୍କ ପାଖ ଲୋକ ବୋଲାଉଥିବା କିଶୋର ସାହୁ ଏବେ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପସ୍ଥିତ ରେ ପଦ୍ମପୁଲ ଧରି ଥିବାରୁ ତୃଣ ମୂଳ ସ୍ତର ରେ କର୍ମୀ ବେଶ ଉତ୍ସାହିତ l
ନୟାଗଡ ରୁ ଜିଲ୍ଲାପ୍ରତିନିଧ ଅଶୋକ କୁମାର ସାଥୁଆ ଙ୍କ ରିପୋର୍ଟ ବିଶେଷ ଖବର


admin 
