*ଲକ୍ଷପତି_ଦିଦିରେ_ଓଡ଼ିଶା_ଏକ_ନମ୍ୱର'

*ଲକ୍ଷପତି_ଦିଦିରେ_ଓଡ଼ିଶା_ଏକ_ନମ୍ୱର'* *କାକଟପୁରରେ ସୁଭଦ୍ରା ଶକ୍ତି ସମାରୋହ ଓ ସେବା କେନ୍ଦ୍ରକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ୧୦ ମାସରେ ସାରା ଭାରତରେ ଲକ୍ଷପତି ସୃଷ୍ଟି କରିବାରେ ଓଡ଼ିଶା ଏକ ନମ୍ୱର କହିଲେ ଉପମୁଖ୍ୟମନ୍ତ୍ରୀ ।*

*ଲକ୍ଷପତି_ଦିଦିରେ_ଓଡ଼ିଶା_ଏକ_ନମ୍ୱର'