ସୋନାଲିଙ୍କ_ସାଂଘାତିକ_ଅଭିଯୋଗ.

*ସୋନାଲିଙ୍କ_ସାଂଘାତିକ_ଅଭିଯୋଗ* *-ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ଅଭିଯୋଗ ଘଟଣା* *-ସ୍ବାମୀଙ୍କ ଅଭିଯୋଗ ଉପରେ ସୋନାଲି ପଣ୍ଡାଙ୍କ ସଂଘାତିକ ଅଭିଯୋଗ* *-କେହି ମୋତେ ଅଟକ ରଖି ନାହାନ୍ତି, ଭଲରେ ଅଛି କହିଲେ ସୋନାଲି* *-ସ୍ବାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଜାଣି ନଥିବା କହିଲେ* *-୧୨ ବର୍ଷ ହେବ କେଉଁଠାରେ ଥିଲେ ବୋଲି ପ୍ରଶ୍ନ କଲେ* *-‘ସେ ମୋତେ ଛାଡ଼ିକି ପଳାଇଥିଲେ, ମୁଁ କାହାକୁ ଛାଡ଼ିନି’* *‘୨୦୧୩ରେ ପ୍ରେମ ବିବାହ କରିଥିଲୁ, ସେ ମୋତେ ଯାତ୍ରାକୁ ଆଣିଥିଲେ’* *-‘ବିବାହ ପରେ ବହୁବାର ମାଡ଼ ମାରିଛନ୍ତି, ନିର୍ଯାତନା ଦେଇଛନ୍ତି’* *-‘ବିବାହ ପରେ ବି ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖୁଥିଲେ’* *-‘ବିରୋଧ କରିବାରୁ ମାଡ଼ ମାରିନ୍ତି, ବହୁବାର ନିର୍ଯାତନା ଦେଇଛନ୍ତି’* *-ଜାଣିଶୁଣି ମୋତେ ବଦନାମ କରିବାକୁ ଚାହୁଁଛନ୍ତି- ସୋନାଲି*

ସୋନାଲିଙ୍କ_ସାଂଘାତିକ_ଅଭିଯୋଗ.