ଶିଶୁ_ମୃତ୍ୟୁକୁ_ନେଇ_ଉତ୍ତେଜନା ,

ଶିଶୁ_ମୃତ୍ୟୁକୁ_ନେଇ_ଉତ୍ତେଜନା
-ଜଗତସିଂହପୁର ଜିଲ୍ଲା ହସ୍ପିଟାଲ୍ରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା
-ଶିଶୁ ଆଶ୍ରମରେ ଶିଶୁର ମୃତ୍ୟୁକୁ ନେଇ ପରିବାର ଲୋକେ କ୍ଷୁବ୍ଧ
-କିଛି ଦିନ ତଳେ ଶିଶୁଟି ଜନ୍ମ ମେଡିକାଲରେ ହୋଇଥିଲା
-ଶିଶୁକୁ ନନେଇ ମା’ ମେଡିକାଲ ଆଶ୍ରମରେ ଛାଡ଼ି ଦେଇଥିଲେ
-ପାରିବାରିକ ବିବାଦରୁ ଶିଶୁକୁ ଘରକୁ ନେବାକୁ ରାଜି ହୋଇନଥିଲେ
-ଆଜି ଶିଶୁକୁ ହସ୍ତାନ୍ତର ପାଇଁ ମେଡିକାଲ୍ କର୍ତ୍ତୃପକ୍ଷ ଡାକିଥିଲେ
-ମେଡିକାଲ୍ରେ ପହଞ୍ଚିବା ପରେ ଶିଶୁର ମୃତ୍ୟୁ ହୋଇଥିବା ଜାଣି କ୍ଷୁବ୍ଧ