କୌଣସି ମୁହୂର୍ତ୍ତରେ ବି ଆକ୍ରମଣ: ପାକ୍ ମନ୍ତ୍ରୀ.
କୌଣସି ମୁହୂର୍ତ୍ତରେ ବି ଆକ୍ରମଣ: ପାକ୍ ମନ୍ତ୍ରୀ. -ଭାରତର ବଡ଼ ପ୍ରସ୍ତୁତି; ପାକିସ୍ତାନକୁ ଘାରିଲା ଆକ୍ରମଣ ଭୟ. -ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ଙ୍କ ବଡ଼ ବୟାନ -'ଯେକୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ' -'ଏଲ୍ଓସିରେ ଆକ୍ରମଣ ନେଇ ଭାରତ ପ୍ରସ୍ତୁତ ହେଉଛି' -'ଭାରତକୁ ଜବାବ ଦେବାକୁ ଆମେ ପ୍ରସ୍ତୁତ ହେଉଛୁ' .
