ସ୍ୱାବ ଲମ୍ବି ହେଲେ ଅଭିନ୍ନ ସୁନ୍ଦର S.H.G ମହିଳା ମାନେ।*

ସ୍ୱାବ ଲମ୍ବି ହେଲେ ଅଭିନ୍ନ ସୁନ୍ଦର S.H.G ମହିଳା ମାନେ।*

*ସ୍ୱାବ ଲମ୍ବି ହେଲେ ଅଭିନ୍ନ ସୁନ୍ଦର S.H.G ମହିଳା ମାନେ।* କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ଅଭିନ୍ନ ସୁନ୍ଦର S.H.G ମହିଳା ମାନଙ୍କୁ ସତ୍ୟମ୍ ଫାଇନାନ୍ସ ତରଫରୁ ପ୍ଲେଟ ମେସିନି ବଣ୍ଟନ କରାଯାଇ ଥିଲା।ଏହି ଉଦ୍ଘାଟନ ମାଧ୍ୟମରେ ବାଲି କଣା ର ସସ୍ମିତା ରାଉତ ଓ ପ୍ରହଲ୍ଲାଦ ନାୟକ ଙ୍କ ମାଧ୍ୟମରେ ସତ୍ୟ ଫାଇନାନ୍ସ ପଖ୍ୟରୁ ଅଭିନ୍ନ ସୁନ୍ଦର ଗ୍ରୁପ ର ସଭାପତି ରୂପ ରେଖା ସ୍ୱାଇଁ ସମ୍ପାଦକ ରୀନାରାଣୀ ଦାସ ଙ୍କୁ ପ୍ଲେଟ ମେସିନ୍ ଯୋଗାଇ ଦେଇଥିଲେ। (କେନ୍ଦ୍ରାପଡ଼ା ଜିଲ୍ଲା,ରାଜନଗର, ବିଶ୍ୱଜିତ ପଣ୍ଡା, ବେଶେଷ ଖବର)।