ଟେକ୍ନୋ ସ୍କୁଲ୍‌ କ୍ୟାମ୍ପ୍‌ସ୍‌ରେ CBI ରେଡ୍‌ : SI ସ୍କାମ୍‌

ଟେକ୍ନୋ ସ୍କୁଲ୍‌ କ୍ୟାମ୍ପ୍‌ସ୍‌ରେ CBI ରେଡ୍‌ : SI ସ୍କାମ୍‌

*-SI ସ୍କାମ୍‌: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌*

*-ଦ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ ୨୦ ଜଣିଆ CBI ଟିମ୍‌ର ଛାନଭିନ୍‌*

*-ପରୀକ୍ଷା ସେଣ୍ଟର ଫିକ୍ସିଂ ନେଇ ତଥ୍ୟ ପ୍ରମାଣ ପରେ CBI ପକ୍ଷରୁ ରେଡ୍*

*-ଯେଉଁଠି ନିର୍ଦ୍ଧିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ହୋଇଥିଲା ପରୀକ୍ଷା ବ୍ୟବସ୍ଥା*

*-ପ୍ରାଥମିକ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିସାରିଛି CBI*

*-୧୭ ଅଭିଯୁକ୍ତଙ୍କ ନାଁରେ ତଥ୍ୟ ପ୍ରମାଣ କୋର୍ଟଙ୍କୁ ଦେଇଛି CBI*