ସାହସପୁର ରେ ଚାଲିଛି ଚୋରା ମାଟି ଚାଲାଣ l

ସାହସପୁର ରେ ଚାଲିଛି ଚୋରା ମାଟି ଚାଲାଣ l

**ଜୋର ସୋରରେ ଚାଲିଛି ଚୋରା ମାଟି ଚାଲାଣ l କାଳିଆଣ୍ଟି ଛକ ପଛପଟ ଗହୀର ଓ ସୋରଳ ସାହସପୁର ଗହୀରରୁ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ଚାଲିଛି ମାଟି ଚାଲାଣ l ଟ୍ରିପ ଟ୍ରିପ ମାଟି ଚୋର ଚାଲାଣ ହଇଛି ଦିନ ଦ୍ୱିପ୍ରହରେ l ଟ୍ରିପ ପିଛା 500 ରୁ 700 ଟଙ୍କାରେ ବିକ୍ରି ହେଉଛି ମାଟି ଟ୍ରିପ l ପ୍ରଶାସନ ଚୁପ, RI, ତହସିଲଦାର, ପୋଲିସ ପ୍ରଶାସନ ନିରବ ଦର୍ଷ୍ଟl l ଲୁଟ ହେଉଛି ଲଘୁ ଖଣିଜ **