ପଦ୍ମପୁର iic ଙ୍କ ପତିକ୍ରିୟା...

ପଦ୍ମପୁର iic ଙ୍କ ପତିକ୍ରିୟା...

ରାୟଗଡା ଜିଲ୍ଲା 

 ପଦ୍ମପୁର ଥାନା ମକଦମା ନମ୍ବର 60/2025 , ଜିଆର ନମ୍ବର 65/25 ଯାହାକି ଗୁଣି ଗରେଡି ସନ୍ଦେହ ରେ ଭୈରବ ସାହୁ ହତ୍ୟାରେ ଜଡିତ ଅପରାଧୀ (1) ସୁଶାନ୍ତ ସାହୁ (26) (2) ପ୍ରଶାନ୍ତ ସାହୁ (23) ଉଭୟ ଙ୍କ ପିତା – ହୁମା ସାହୁ କେଶବ ନଗର, (3) ସୁନୀଲ ସାହୁ (25) ପି – ମୋହନ ସାହୁ , ଥାଥାମାନପୁର ସାହି (4) ପ୍ରଶାନ୍ତ ସାହୁ (26) ପି – ନାଇକ ସାହୁ , ଉପରସହୀ, ଜୁମୁରୁଗୁଡା ନାମରେ ଥିବା ଗିରଫ ପରବାନ ବର୍ତମାନ ପ୍ରଯନ୍ତ ବଳବତ ଥିବା ବେଳେ ଉକ୍ତ ଆସାମୀ ମାନେ ମାନ୍ୟବର ଅଦାଲତ ରେ ହଜାର ନ ହେବାରୁ , ମାନ୍ୟବର ଅଦାଲତ ସେମାନଙ୍କ ବିରୁଦ୍ଧରେ ପଳାତକ ଘୋଷଣା କରିଛନ୍ତି । ଆଜି ତା – 03.05.2026 ଋଖ ଉକ୍ତ ପଳାତକ ଘୋଷଣା ଉପରୋକ୍ତ ଆସାମୀ ଘରେ ପଦ୍ମପୁର ଥାନା ଦ୍ଵାରା ଲଟକା ଜାରି କରାଗଲା । ସେମାନେ ଯଦି ଆସନ୍ତା ତା – 18.06.2026 ଋଖ ସୁଧା ମାନ୍ୟବର ଅଦାଲତ ରେ ହଜାର ନ ହୁଅନ୍ତି ତେବେ U /S 85 ବିଏନଏସଏସ ଅନୁସାରେ ସମ୍ପତି ବ୍ୟାଜପ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ସେମାନଙ୍କ ଅନୁପସ୍ଥିତିରେ ମାନ୍ୟବର ଅଦାଲତ U /S 356 ବିଏନଏସଏସ ଅନୁସାରେ ଘୋଷିତ ଅପରାଧୀ ଙ୍କ ଅନୁପସ୍ଥିରେ ତଦନ୍ତ , ବିଚାରଣ ଏବଂ ରାୟ କରିବାର ବ୍ୟବସ୍ତା ରହିଛି । ଏଣୁ ଆମ ପଦ୍ମପୁର iic ପତିକ୍ରିୟା ରଖିଚନ୍ତି 

ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର