ଆଜକୁ 13ଦିନ ଧରି ଅନସନରେ ବସିଛନ୍ତି,ଟାଟା ପାୱାର କମ୍ପାନୀ କର୍ମଚାରୀ
କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ର ଇଲେକ୍ଟ୍ରୋନିକ ସେସ୍କନରେ କର୍ମଚାରୀ ମାନେ ଆଜକୁ 13ଦିନ ଧରି ଅନସନରେ ବସିଛନ୍ତି,ଟାଟା ପାୱାର କମ୍ପାନୀ କର୍ମଚାରୀ ମାନଙ୍କୁ ଚାକିରିରୁ ନିଲମ୍ବିତ କରୁଛି, ଏହାର ପ୍ରତିବାଦରେ ଗରଦପୁର ସେସ୍କନରେ କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି, ରିପୋର୍ଟ -ସ୍ବୟଂପ୍ରଭା ମିଶ୍ର


admin1 
