ସରକାରୀ କାମପାଇଁ EV କିଣିବାକୁ ନିର୍ଦ୍ଦେଶାବଳି

ସରକାରୀ କାମପାଇଁ EV କିଣିବାକୁ ନିର୍ଦ୍ଦେଶାବଳି

ସରକାରୀ କାମପାଇଁ EV କିଣିବାକୁ ନିର୍ଦ୍ଦେଶାବଳି

-ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ EV ବ୍ୟବହାର ପାଇଁ  ନିର୍ଦ୍ଦେଶାବଳି
-EV କିଣିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳି
-୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିଣିପାରିବେ EV
-ହାଇକୋର୍ଟ ମୁଖ୍ୟ ବିଚାରପତି, ମନ୍ତ୍ରୀମାନେ ୩୦ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ EV
-ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବ ୨୫ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ EV
-୨୦ ଲକ୍ଷ ଟଙ୍କା ପଯ୍ୟନ୍ତ ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ SP କିଣି ପାରିବେ EV
ଅର୍ଥ ବିଭାଗର ଅନୁମୋଦନ ପରେ କିଣିପାରିବେ EV