*ଆଧାର କାର୍ଡ ଜନ୍ମ ତାରିଖ ପ୍ରମାଣ ନୁହେଁ- UIDAI*
*-ଆଧାର କାର୍ଡ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି*
*-ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ*
*-ଆଧାର କାର୍ଡ ଦ୍ୱାରା ଆପଣଙ୍କ ପରିଚୟ ପ୍ରମାଣିତ ହୋଇପାରେ*
*-କିନ୍ତୁ ଆପଣଙ୍କ ଜନ୍ମ ତାରିଖ ପ୍ରମାଣିତ ହୁଏ ନାହିଁ- UIDAI*
*-ଆଧାରର ଉଦ୍ଦେଶ୍ୟ ଅଥେଣ୍ଟିକେସନ ମାଧ୍ୟମରେ ପରିଚୟ ସ୍ଥାପନ କରିବା*
*-ଆଧାର ଜନ୍ମ ତାରିଖ ୟୁଜର ଦ୍ୱାରା କିମ୍ବା ଅପଡେଟ ସମୟରେ ଦିଆଯାଇ ଥାଏ*


admin 
