ଆନ୍ଦୋଳନର ଡାକ୍ତରଙ୍କ ବିରୋଧରେ ଆକ୍ସନ*

ଆନ୍ଦୋଳନର ଡାକ୍ତରଙ୍କ ବିରୋଧରେ ଆକ୍ସନ*

*ଆନ୍ଦୋଳନର ଡାକ୍ତରଙ୍କ ବିରୋଧରେ ଆକ୍ସନ* -ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ -OMSA ଆନ୍ଦୋଳନରେ ସାମିଲ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶନାମା -OMHS କ୍ୟାଡର୍‌ ମେଡିକାଲ ଅଫିସରଙ୍କ ଦରମା ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ -ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ କରିବାକୁ ଚିଠି -ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌, ସିଡିଏମ୍‌ ଓ ପିଏଚ୍‌ଓଙ୍କୁ ଚିଠି -ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA)ର ଧର୍ମଘଟ ଜାରି -ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଲା OMSA -OMSA ସାଧାରଣ ସଂପାଦକ କିଶୋର ଚନ୍ଦ୍ର ମିଶ୍ରଙ୍କ ସୂଚନା