admin1 Jun 10, 2026 4
admin1 Jun 10, 2026 12
admin1 Jun 10, 2026 85
admin1 Jun 10, 2026 6
admin1 Jun 10, 2026 20
admin1 Jun 9, 2026 29
admin May 29, 2026 5
admin May 29, 2026 85
admin May 28, 2026 3
admin May 28, 2026 2
admin1 Jun 9, 2026 120
admin1 Jun 7, 2026 2
admin1 Jun 7, 2026 46
admin May 24, 2026 9
admin May 21, 2026 3
admin May 29, 2026 2
admin Apr 17, 2026 53
admin Apr 14, 2026 23
admin Apr 12, 2026 18
admin May 16, 2026 11
admin May 15, 2026 7
admin May 14, 2026 9
admin May 14, 2026 13
admin May 9, 2026 8
admin May 29, 2026 58
admin May 27, 2026 2
admin May 17, 2026 12
admin May 15, 2026 177
admin May 14, 2026 49
admin May 29, 2026 3
admin May 27, 2026 3
admin May 22, 2026 4
admin May 21, 2026 6
Join our subscribers list to get the latest news, updates and special offers directly in your inbox
ରାଜନୀତି
ବେଲେଶ୍ୱର ସାହିତ୍ୟ ସଂସଦର ନିଦାଘ ଆସର । ପଟ୍ଟାମୁଣ୍ଡାଇ : ୦୮/୦୬ ସାହିତ୍ୟ ସର୍ଜନା ଉପର ଋତୁ ମାନଙ୍କର ପ୍ରଭାଵ ରହିଛି । ସ୍ରଷ୍ଟାର ମନୋସ୍ଥିତି ଉପରେ ଭିନ୍ନଭିନ୍ନ ଋତୁର ଅଲଗା ଅଲଗା ଅଲଗା ପ୍ରଭାଵ ପ୍ରକାଶ ପାଏ । ବର୍ଷା, ବସନ୍ତ, ଶରତ ଓ ଗ୍ରୀଷ୍ମର ପ୍ରଭାବରେ ଲେଖନୀରୁ ଅଲଗା ଭାବର ଲେଖା ଝରିଆସେ । ଆଜି ବେଲେଶ୍ୱର ସାହିତ୍ୟ ସଂସଦ ପଟ୍ଟାମୁଣ୍ଡାଇର ନିଦାଘ ସାହିତ୍ୟ ଆସରରେ ଯୋଗଦେଇ ବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନ୍ କ୍ଲବ୍ ପରିସରରେ ସଂସଦର ସଭାପତି କବି ବ୍ରଜବନ୍ଧୁ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଦେଇଥିଲେ ଶିକ୍ଷାବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ କଥାକାର ପ୍ର. କୈଳାସ ଚନ୍ଦ୍ର ପାତ୍ର, କବି ମହନ୍ତ କୁମାର ମଲିକ । ନିଦାଘ ସମୟର ଅନୁଭୂତିକୁ ନେଇ ଏକ ମନୋଜ୍ଞ କବିତା ପାଠ କାର୍ଯ୍ଯକ୍ରମରେ କବି ପ୍ରସନ୍ନ ବେହୁରା, ବ୍ୟଙ୍ଗ କବି ଦେବାଶିଷ ପ୍ରଧାନ, ସୁଚିତ୍ରା ଗୁପ୍ତ , ବୈଷ୍ଣବ ମଳିକ, ସୁଶାନ୍ତ କୁମାର ଦାଶ, ଇ. ତପନ କୁମାର ପାତ୍ର ପ୍ରମୁଖ କବି ସ୍ୱରଚିତ କବିତା ଆବୃତ୍ତି କରି ଶ୍ରୋତାମାନଙ୍କୁ ଆମୋଦିତ କରିଥଲେ । ଏହି ଅବସରର କବି ସୁଚିତ୍ରା ଗୁପ୍ତ ଏବଂ ବୈଷ୍ଣବ ମଳିକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ନିଦାଘ୍ କବିତା ଆସରର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥଲେ ବରିଷ୍ଠ କଥାକାର ପ୍ରଦୀପ ନାୟକ ।କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ ପ୍ର. ଭରତ ଚନ୍ଦ୍ର ପାତ୍ର, ଡ. କେଳୁଚରଣ ସ୍ୱାଇଁ, ପ୍ର. ପରୀକ୍ଷିତ ପାତ୍ର, ଶିକ୍ଷାବିତ୍,କଣ୍ଡୁରି ଚରଣ ସ୍ୱାଇଁ, ତ୍ରଇଲୋକ୍ୟ ପ୍ରାସାଦ ମିଶ୍ର, ନାଟ୍ୟକାର ଗୋଲକ ମହାରଣା , ଟାଉନ୍ କ୍ଲବର ସଭପତି କେତନ ଦାସ, ସମ୍ପାଦକ ରମେଶ ଦେ ଙ୍କ ସମେତ ବହୁ ସାହିତ୍ୟ ଶ୍ରଦ୍ଧାଳୁ । ଶେଷରେ ସଂସଦର ସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟଵାଦ ଅର୍ପଣ କରିଥିଲେ । ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା
Previous Article
Next Article
admin1
admin1 Jun 1, 2026 5
admin1 Jun 6, 2026 63
admin1 Jun 9, 2026 4
admin May 9, 2026 5
admin1 Jun 4, 2026 15
admin May 11, 2026 766
admin May 10, 2026 411
admin May 13, 2026 350
admin May 13, 2026 331
admin May 13, 2026 244
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 27
View Options