ଦୁଇ ଜିଲ୍ଲା ଲାଗି ଅରେଞ୍ଜ ଆଲର୍ଟ ଜାରି...

ଦୁଇ ଜିଲ୍ଲା ଲାଗି ଅରେଞ୍ଜ ଆଲର୍ଟ ଜାରି...

ଦୁଇ ଜିଲ୍ଲା ଲାଗି ଅରେଞ୍ଜ ଆଲର୍ଟ ଜାରି...

- ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨ ଜିଲ୍ଲା ଲାଗି ଅରେଞ୍ଜ ଆଲର୍ଟ ଜାରି
- କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ଲାଗି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ
- ଦୁଇ ଜିଲ୍ଲାରେ ବର୍ଷା ସହ ୫୦ରୁ ୬୦ କିମି ବେଗରେ ବର୍ଷାପବନ ହେବ
- ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁରରେ ହାଲ୍‌କା ବର୍ଷା
- କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳରେ ହାଲ୍‌କା ବର୍ଷା
- ଅନୁଗୋଳ, ବୌଦ୍ଧ, ସୁନ୍ଦରଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତିରେ ହାଲ୍‌କା ବର୍ଷା
- ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ହାଲ୍‌କା ବର୍ଷା
- ଆଗାମୀ ୫ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨/୪ ଡିଗ୍ରୀ ବୃଦ୍ଧି ପାଇବ