ଆମେରିକାରୁ ଭାରତ ଫେରିବେ ୩୦ ଡ୍ରାଇଭର୍ ,
ଆମେରିକାରୁ ଭାରତ ଫେରିବେ ୩୦ ଡ୍ରାଇଭର୍
-ଆମେରିକାରୁ ଭାରତକୁ ଫେରିବେ ଗିରଫ ୩୦ ଟ୍ରକ୍ ଡ୍ରାଇଭର୍
-ଆମେରିକାରେ ବେଆଇନ ଭାବେ ରହି ଟ୍ରକ୍ ଚଲାଉଥିଲେ ୩୦ ଡ୍ରାଇଭର୍
-ଭାରତକୁ ପଠାଇବାକୁ ଆମେରିକା କଷ୍ଟମ୍ସ ଓ ସୀମା ସୁରକ୍ଷା ବିଭାଗର ଉଦ୍ୟମ
-'ଅପରେସନ୍ ଚେକମେଟ୍'ରେ ଗିରଫ ହୋଇଥିଲେ ୩୬ ଟ୍ରକ୍ ଡ୍ରାଇଭର୍
-ଗିରଫ ୩୬ ଡ୍ରାଇଭର୍ଙ୍କ ମଧ୍ୟରେ ରହିଛନ୍ତି ୩୦ ଜଣ ଭାରତୀୟ


admin1 
