ନାରୀ ଅଧିକାର ଅଭିଯାନ....

ନାରୀ ଅଧିକାର ଅଭିଯାନ....

ମହିଳା ମାନଙ୍କୁ ଅବହେଳିତ,ଅସମ୍ମାନିତ ଓ ନିଷ୍ପେସିତ କରି ଅସୁରକ୍ଷିତ ଅବସ୍ଥାରେ ରଖିବା ହେଉଛି ବିଜେପି ସରକାର ଉଦ୍ଦେଶ୍ୟ,୨୦୨୩ ମସିହାରୁ ମହିଳାଙ୍କୁ ୩୩% ସଂରକ୍ଷଣ ବିଲ୍ ପାଲ୍ୟାମେଣ୍ଟରେ ପାସ୍ ହୋଇଥିଲେ ମଧ୍ୟ ଉଦ୍ଦେଶ୍ୟ ମୂଳକ ଭାବେ ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରୁନାହିଁ।

ବରଂ ଦୁଃଖ ଏବଂ ପରିତାପର ବିଷୟ ନାରୀ ନିର୍ଯାତନା ର ହାର ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ବିଞ୍ଝାରପୁର ତରଫରୁ"ନାରୀ ଅଧିକାର ଅଭିଯାନ"ରେ ଯୋଗଦେଇ ମହିଳା ନେତ୍ରୀ ଓ ହାଜର ହଜାର ସଂଖ୍ୟାରେ ମହିଳା କର୍ମୀମାନେ ତୀବ୍ର ପ୍ରତିବାଦ କରି, ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ଦେଶ୍ୟରେ ବିଞ୍ଝାରପୁର ବିଡ଼ିଓ ମହୋଦୟଙ୍କ ମାଧ୍ୟମରେ ସ୍ମାରକ ପତ୍ର ପ୍ରଦାନ କଲୁ।

ଏହି ସମାବେଶରେ ହଜାର ହଜାର ମା ଭଉଣୀ ମାନେ ଯୋଗଦେଇଥିବାରୁସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।

ଏହି ସଭାରେ ବହୁ ପୁରୁଖା ନେତା ଆଉ ନାରୀ ନେତ୍ରୀ ମାନେ ଯୋଗଦେଇ ଥିଲେ ଏବଂ ଏହି ସବାରେ ସରକାରୀଙ୍କୁ ନିନ୍ଦା କରିଥିଲେ ଆଲୋ ଚନା କରିଥିଲେ ୨୯କିପରି ଖଣ୍ଡପଡା ରେ କିପରି ଆଗ କୁ ଯିବେ ବିଶେଷ ଖବର ନୟାଗଡ଼ ଜିଲ୍ଲା ସ୍ୱତ୍ର ନ୍ତ୍ର ପ୍ରତିନିଧି ସୁପ୍ରିୟା ଦାଶ