ଉମରକୋଟ ଅଦାଲତ ପରିସରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ।

ଉମରକୋଟ ଅଦାଲତ ପରିସରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ। ଉମରକୋଟ ଅଦାଲତ ପରିସରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଉମରକୋଟ ଅତିରିକ୍ତ ଜିଲ୍ଲା ଜର୍ଜ ତଥା ତାଲୁକ ଲିଗାଲ କମିଟି ର ଅଧ୍ୟକ୍ଷ ଶ୍ରୀ ଗିରିଜା ପ୍ରସାଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସବ୍ ଜର୍ଜ ଶ୍ରୀ ଚିନ୍ମୟ ପାଢ଼ୀ, ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଶ୍ରି ଇପ୍ସିତା ଭୋଇ, ଓକିଲ ସଂଘର ସଭାପତି ତଥା ସରକାରୀ ଓକିଲ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ଶ୍ରୀ ସାନ୍ତୁନୁ ବାହିନୀପତି, ଶ୍ରୀ ରାମ ନାୟକ, ସରକାରୀ ବରିଷ୍ଠ ଓକିଲ ଶ୍ରୀ ଶ୍ରୀନିବାସ ପଟନାୟକ,ତଥା ତାଲୁକ ଲିଗାଲ କମିଟି ର ସମସ୍ତ ଆଇନଜୀବୀ ଏବଂ ସହରର ତଥା ଆଖପାଖର ଅନେକ ଶ୍ରମିକ ଯୋଗ ଦେଇଥିଲେ। ଅନେକ ବକ୍ତା ନିଜନିଜର ମୁଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସରକାରୀ ଓକିଲ ଶ୍ରୀନିବାସ ପଟନାୟକ .

ଉମରକୋଟ ଅଦାଲତ ପରିସରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ।