Dr ପ୍ରକାଶ ଶ୍ରୀ ଚନ୍ଦନଙ୍କ ନେତୃତ୍ୱରେ ଉତ୍ତର ଭୁବନେଶ୍ବରରେ BJPର ବିଶ୍ଵାଳ ବାଇକ୍ ରାଲି

Dr ପ୍ରକାଶ ଶ୍ରୀ ଚନ୍ଦନଙ୍କ ନେତୃତ୍ୱରେ ଉତ୍ତର ଭୁବନେଶ୍ବରରେ BJPର ବିଶ୍ଵାଳ ବାଇକ୍ ରାଲି

ସାଧାରଣ ନିର୍ବାଚନକୁ ଆଉ ଦୀନ କେଇଟା ବାକି ରହିଥିବାବେଳେ ଏଥିପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ରାଜ୍ୟରେ ଦ୍ବିତୀୟ ସ୍ଥାନରେ ଥିବା ବିଜେପି ଏଥର ଫାଇଦା ନେବାକୁ ମଧ୍ୟ ଚେଷ୍ଠା ଆରମ୍ଭ କରିଛି । ନେତାମାନେ ମଧ୍ୟ ନିଜ ନିଜ ଅଞ୍ଚଳରେ ନିଜର ଉପସ୍ଥିତ ଜାହିର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଆଉ ଯାହାକି ଆଜୀ ଭୁବନେଶ୍ୱର ପରିଲକ୍ଷିତ ହୋଇଛି ରାଜନୀତିକ ଉଷ୍ମତା। କୁଜି ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଟ ନେତା ଓ ଆସାୟୀ କରୁଛନ୍ତି ଶକ୍ତି ପ୍ରଦର୍ଶନ। ସବକା ସାଥ ସବକା ବିକାସ ର ବାର୍ତ୍ତା ନେଇ ମୋଦିଙ୍କ ଗ୍ୟାରେଣ୍ଟି ପ୍ରମାଣ ଦେଇ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଘର୍ କୁ ଘର୍ ବୁଲି ବିଶାଳ ମୋଟର ରାଲି ଯୋଗେ ସମଗ୍ର ଉତ୍ତର ନିର୍ବାଚନ ମଣ୍ଡଳୀ ପରିକ୍ରମା କରିଛନ୍ତି ଶ୍ରୀ ପ୍ରକାଶ ଶ୍ରୀ ଚନ୍ଦନ। ଆଜି ଭୁବନେଶ୍ୱର ଭରତପୁର ନିକଟସ୍ଥ ଜିଏ କଲୋନୀ ରୁ ଏକ ବାଇକ୍ ଶୋଭାଯାତ୍ରା ବାହାରି ଚନ୍ଦ୍ରଶେଖର ପୁର ଶିଖରଚଣ୍ଡୀ ରେ ପହଞ୍ଚିଥିଲା। ଏହି ରାଲିରେ 2500 ବାଇକ୍ ଯୋଗେ ପାଖାପାଖି 6000 ସମର୍ଥକ ସାମିଲ୍ ହୋଇଥିଲେ। ଖାଲି ସେତିକି ନୁହେଁ ଆଗାମୀ ଦିନରେ କିପରି ଲୋକଙ୍କ ସମସ୍ୟା ଗ୍ରାଉଣ୍ଡ ଜିରୋରୁ ଯାଇ ସମାଧାନ କରିହେବ ତା ଉପରେ ଫୋକସ୍ ରଖିଥିବା ନୈ ପ୍ରତିକ୍ରିୟା ରଖିଛନ୍ତି ଡକ୍ଟର ପ୍ରକାଶ ଶ୍ରୀ ଚନ୍ଦନ।