ଓଡ଼ିଶା ପୋଲିସରେ ଗଠନ ହେବ ATS

ଓଡ଼ିଶା ପୋଲିସରେ ଗଠନ ହେବ ATS

*-ଖୁବ୍‌ଶୀଘ୍ର ଓଡ଼ିଶା ପୋଲିସରେ ଗଠନ ହେବାକୁ ଯାଉଛି ୩ଟି ନୂଆ ବିଭାଗ*

*-ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍, ଆଣ୍ଟି ନାରକୋଟିକ ଟାସ୍କଫୋର୍ସ ଓ ରୋଡ୍‌ ସେଫ୍‌ଟି ୱିଙ୍ଗ୍*

*-ସୂଚନା ଦେଲେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ* 

*-ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ (ATS) ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବ*

*-ଏଥିପାଇଁ ସ୍ୱତନ୍ତ୍ର କମାଣ୍ଡୋ ମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଛି*

*-ବେଆଇନ ନିଶା କାରବାର ଉପରେ ରୋକ୍‌ ଲଗାଇବ ଆଣ୍ଟି ନାରକୋଟିକ ଟାସ୍କଫୋର୍ସ*

*-ଏଥିପାଇଁ ସାରା ରାଜ୍ୟରେ ୧୦ଟି ନୂଆ ଥାନା ଗଠନ କରାଯିବାକୁ ପ୍ରସ୍ତାବ*

*-ଜଣେ ଏଡିଜି ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ କାମ କରିବ ରୋଡ୍‌ ସେଫ୍‌ଟି ୱିଙ୍ଗ୍*

*-ସେଥିପାଇଁ ୨୦୦୦ ପଦବି ଅନୁମୋଦନ କରିଛନ୍ତି ରାଜ୍ୟ ସରକାର- ଡିଜିପି*