*ବର୍ତମାନର ସବୁଠାରୁ ବଡ଼ ଖବର-*

*ବର୍ତମାନର ସବୁଠାରୁ ବଡ଼ ଖବର-*

*ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର*

*-ଦେଶରେ ପୁଣି ମହଙ୍ଗା ହେଲା ପେଟ୍ରୋଲ , ଡିଜେଲ*

*-ପେଟ୍ରୋଲ ଲିଟର ପ୍ରତି ୮୭ ପଇସା ବୃଦ୍ଧି*

*-ଡିଜେଲ ଲିଟର ପ୍ରତି ୯୧ ପଇସା ବଢ଼ିଲା ଦାମ୍*

*-ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ବଢ଼ିଲା ତେଲ ଦର*

*-ଗତ ଶୁକ୍ରବାର ୩ ଟଙ୍କା ବଢ଼ିଥିଲା ପେଟ୍ରୋଲ, ଡିଜେଲ୍‌*