କରେଣ୍ଟ_ଲାଗି_୩_ଦଣ୍ଡୁଆ_ମୃତ
-ଦଣ୍ଡଯାତ୍ରା ପାଇଁ ଟେଣ୍ଟ୍ ବାନ୍ଧୁଥିବା ବେଳେ କରେଣ୍ଟ ଲାଗି ୩ ଦଣ୍ଡୁଆ ମୃତ
-ଢେଙ୍କାନାଳ ହିନ୍ଦୋଳ ବାଲିମି ଥାନା ପାଟଲା ଗାଁରେ ଅଭାବନୀୟ ଘଟଣା
-ଟେଣ୍ଟ୍ର ଷ୍ଟିଲ୍ ବାର୍ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ
-ଅନୁଗୁଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା
-ଆଉ ଜଣେ ଦଣ୍ଡୁଆ ଆହତ ହୋଇଥିବା ସୂଚନା


admin 
