କୁଖ୍ୟାତ ଅପରାଧୀ ହୁଣ୍ଡକୁ ପୋଲିସର ଏନ୍କାଉଣ୍ଟର୍.
କୁଖ୍ୟାତ ଅପରାଧୀ ହୁଣ୍ଡକୁ ପୋଲିସର ଏନ୍କାଉଣ୍ଟର୍. -ସଦର ଥାନା ମଙ୍ଗଳପୁରରେ ଗୋଡ଼ାଇ ଗୋଡ଼ାଇ ଫାୟାରିଂ. -ଯୋଜନାବଦ୍ଧ ହତ୍ୟା ପାଇଁ ଯାଉଥିବା ବେଳେ ଏନ୍କାଉଣ୍ଟର୍. -ହୁଣ୍ଡ ଓରଫ ଦେବାଶିଷ ବେହେରାର ଗୋଡ଼ରେ ବାଜିଛି ଗୁଳି -ହୁଣ୍ଡ ନାଁରେ ରହିଛି ୨୦ରୁ ଅଧିକ ଅପରାଧିକ ମାମଲା -ହତ୍ୟା, ଚୋରି, ଡକାୟତି ଭଳି ମାମଲାରେ ହୁଣ୍ଡର ସମ୍ପୃକ୍ତି. -କିଙ୍ଗ୍ ଅଫ୍ ଫରେଷ୍ଟ୍ ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍ ହୁଣ୍ଡ .
