କୁରୁମ୍ପୁରୀ ରାଜଖରିଆର ରାସ୍ତା ପାଇଁ ୪୪୭ କୋଟି !
*-ଓଡ଼ିଶା ସଡ଼କ ପଥର ଏକ ମେଗା ପ୍ରୋଜେକ୍ଟ ପାଇଁ ୪୪୭.୧୧ କୋଟି ମଞ୍ଜୁର*
*-ଓଡ଼ିଶାର କୁରୁମ୍ପୁରୀ–ରାଜ ଖରିଆର ରାସ୍ତା ଉନ୍ନୟନ ପାଇଁ ୪୪୭.୧୧ କୋଟି*
*-ଏହି ପ୍ରକଳ୍ପ ମୋଟ ୧୦୩.୫୨ କିମି ରାସ୍ତାର ଉନ୍ନତି ହେବ*
*-ଏହା NH-353 ଓ NH-59କୁ କଭର କରିବ*
*-ପ୍ରକଳ୍ପଟି ନୂଆପଡ଼ା ଏବଂ ବଲାଙ୍ଗିର ଜିଲ୍ଲା ଦେଇ ଯିବ*
*-ଏହା ଛତିଶଗଡ଼ର ରାୟପୁର–ମହାସମୁନ୍ଦ ଅଞ୍ଚଳକୁ ଓଡ଼ିଶା ସହିତ ଯୋଡ଼ୁଛି*
*-ଏହି କରିଡର ବ୍ରହ୍ମପୁର ଓ ଗୋପାଳପୁର ବନ୍ଦର ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି*
*-ଏହି ଉନ୍ନୟନ ପ୍ରକଳ୍ପ ଆଞ୍ଚଳିକ ଓ ଆନ୍ତଃରାଜ୍ୟ ଯୋଗାଯୋଗକୁ ମଜବୁତ କରିବ*
*-ଦାରିଙ୍ଗିବାଡ଼ି, ସୁନାବେଡ଼ା ଓ ଆଖପାଖ ପାହାଡ଼ିଆ ଅଞ୍ଚଳରେ ପର୍ଯ୍ୟଟନ ବଢ଼ିବ*


admin 
