*କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସୁଛି ଅଭାବନୀୟ ବଡ଼ ଖବର-ଛାତ୍ରୀଙ୍କୁ ଦୁଷ୍କର୍ମ ! ଇଂରାଜୀ ଶିକ୍ଷକ ଗିରଫ...*
*-କେନ୍ଦ୍ରାପଡ଼ା: ଘରକୁ ଟିଉସନ୍ ଡାକି ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ*
*-କୁଦାନଗରୀ ଥାନା ଅଞ୍ଚଳରେ ଲଜ୍ଜା; ପରିବାର ପକ୍ଷରୁ ଥାନାରେ ଏତଲା*
*-ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରଖି ବ୍ଲାକମେଲ୍ କରିଥିବା ମଧ୍ୟ ଅଭିଯୋଗ*
*-ଅଭିଯୁକ୍ତ ସରକାରୀ ସ୍କୁଲର ଇଂରାଜୀ ଶିକ୍ଷକଙ୍କୁ ଗିରଫ କଲା ପୋଲିସ*


admin 
