ଗ୍ରାହକଙ୍କ_ପାଇଁ_ମାଗଣା_ରହିବ_UPI
UPI ପେମେଣ୍ଟ ଉପରେ ଶୁଳ୍କ ଲାଗିବା ଖବରକୁ ନେଇ PCIର ସ୍ପଷ୍ଟୀକରଣ
ଗ୍ରାହକଙ୍କ ପାଇଁ UPI ମାଗଣା ରହିବ କହିଲା ପେମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ
'ଗ୍ରାହକ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ'
ସାଇବର ସୁରକ୍ଷା ଓ ଠକେଇ ରୋକିବାକୁ UPIରେ ନିବେଶ କରୁଛି RBI
'ଏହାର ଅର୍ଥ ନୁହେଁ ଯେ ଡିଜିଟାଲ ପେମେଣ୍ଟ ଉପରେ ଗ୍ରାହକ ଶୁଳ୍କ ଦେବେ'


admin 
