admin Sep 10, 2026 2
admin Sep 9, 2026 11
admin Sep 5, 2026 200
admin Aug 31, 2026 5
admin Aug 13, 2026 18
admin Sep 12, 2026 4
admin Sep 12, 2026 47
admin Sep 12, 2026 68
admin Sep 12, 2026 46
admin Sep 12, 2026 10
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 10
admin Jul 25, 2026 18
admin May 29, 2026 9
admin Apr 17, 2026 63
admin Apr 14, 2026 31
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 66
admin Aug 29, 2026 6
admin May 29, 2026 69
admin May 27, 2026 11
admin May 17, 2026 67
admin Sep 11, 2026 116
admin Sep 10, 2026 179
admin Sep 8, 2026 6
admin Sep 6, 2026 4
Join our subscribers list to get the latest news, updates and special offers directly in your inbox
ରାଜନୀତି
ଓଡିଶା ମେଡ଼ିକାଲ ସର୍ଭିସ ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ରେ ବୌଦ୍ଧ ଜିଲ୍ଲା ଡାକ୍ତର ସାମିଲ : *ଜାତୀୟ ଡାକ୍ତର ଦିବସରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ* ବୌଦ୍ଧ:୦୧/୭(ରବିନ୍ଦ୍ର ପଟ୍ଟନାୟକ) ନିରନ୍ତର ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ତଥା ଦ୍ବିତୀୟ ଭଗବାନ ରୂପେ ସାଧାରଣ ରେ ଡାକ୍ତର ଙ୍କୁ ହିଁ ସାରା ଜଗତ ଜାଣିଥାନ୍ତି । ମଣିଷ ଯେତେବେଳେ ରୋଗରେ ଆକ୍ରାନ୍ତ ହୁଏ ସେତେବେଳେ ବହୁ ଆଶା ଓ ଆକାଂକ୍ଷା ନେଇ ଡାକ୍ତର ଙ୍କ ଭରୋଷା ରେ ଚିକିତ୍ସା ନିମନ୍ତେ ଡାକ୍ତର ଖାନା ଆସିଥାଏ । ସେମାନେ ନିରନ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ଥାନ୍ତି କିନ୍ତୁ ଆଜି ଡାକ୍ତର ଦିବସରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ କୁ ନେଇ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ।ମିଳିଥିବା ସୂଚନା ଅନୁଯାୟୀ ଆଜି ଜୁଲାଇ ୧ ତାରିଖ କୁ ଜାତୀୟ ଡାକ୍ତର ଦିବସ ଭାବେ ପରିଗଣିତ କରାଯାଇଛି । କିନ୍ତୁ ଆଜି ଭଳି ଦିନରେ ବୌଦ୍ଧର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଡାକ୍ତର ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇ ଥିବା ଜଣାପଡ଼ିଛି l ସେମାନଙ୍କ ଦାବି ପୂରଣ ନେଇ ଓମ ସା ପକ୍ଷରୁ ସରକାରଙ୍କୁ ୬ ମାସ ପୂର୍ବରୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା କିନ୍ତୁ ସରକlର ସେମାନଙ୍କ ଦାବି ଉପରେ ଉଚିତ୍ ପଦକ୍ଷେପ ଗ୍ରହଣ କରି ନ ଥିବାରୁ ସାରା ଓଡ଼ିଶାରେ ଡାକ୍ତର ମାନେ ଡାକ୍ତର ଦିବସରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ବୌଦ୍ଧ ର ଡାକ୍ତର ମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ବୋଲି ମୁଖ୍ୟ ଚିକିତ୍ସାଳୟର ଏଡିମଓ ବିକେଆରସି ହେମ୍ରମ ପ୍ରକାଶ କରିଛନ୍ତି l ତେବେ ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି l ଏହାଦ୍ୱାରା ବୌଦ୍ଧ ଜିଲ୍ଲାର ତିନି ଗୋଟି ବ୍ଲକ୍ ରେ ରୋଗୀ ସେବା ପ୍ରଦାନ ବ୍ୟାହତ ହୋଇଥିବା ଜଣାପଡ଼ିଛି l ତେବେ ଜରୁରୀକାଳୀନ ସେବା ପ୍ରଦାନ ଜାରି ରହିବ ବୋଲି ଡକ୍ଟର ହେମ୍ରମ ପ୍ରକାଶ କରିଛନ୍ତି l
Previous Article
Next Article
admin1
admin1 Jul 4, 2026 6
admin1 Jun 6, 2026 11
admin1 Jun 29, 2026 3
admin1 Jun 14, 2026 4
admin1 Jul 2, 2026 41
admin1 Jun 15, 2026 81
admin Aug 3, 2026 422
admin Aug 23, 2026 392
admin Aug 11, 2026 352
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 40
View Options