*ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ*
*-ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାରେ ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ*
*-CMO, ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଲା*
*-କିଏ ଫାଇଲ୍ ଡିଲ୍ କରେ , କେଉଁ ବିଭାଗରେ ରୁହେ ତଥ୍ୟ ମାଗିଲା*
*-କିଏ ଫାଇଲ ରିସିଭ୍ କରିଥିଲା ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ*


admin 
