ତୃତୀୟ ତୁଷାର ଶ୍ରୀ ଯାତ୍ରା କଳାକାର ସମ୍ମାନ ତରଫରୁ ପ୍ରେସ ମିଟ୍ ଓ କଳାକାର ଚୟନ

ତୃତୀୟ ତୁଷାର ଶ୍ରୀ ଯାତ୍ରା କଳାକାର ସମ୍ମାନ ତରଫରୁ ପ୍ରେସ ମିଟ୍ ଓ କଳାକାର ଚୟନ

ଆସନ୍ତା 29 ତାରିଖରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ହେବ ତୃତୀୟ ତୁଷାର ଶ୍ରୀ ଯାତ୍ରା କଳାକାର ସମ୍ମାନ କରା ଯିବ ବୋଲି ଅନୁଷ୍ଠାନ ର ସମ୍ପାଦକ ବିବରଣୀ କରିଥିଲେ

ପଦେଷ୍ଟା ଶିବିର ପରିଡ଼ା ପ୍ରଶାନ୍ତ ମହାନ୍ତି ସୁନାକର ସିଂହ ବୁଲନ ଦାସ ରାଜା କେଦାର ପଟ୍ଟନାୟକ ଅଜିତ ସାହୁ ଆଶିଷ ପଟ୍ଟନାୟକ ବାବୁରାମ ଅରବିନ୍ଦ ବାରିକି ଓ ସମ୍ପାଦକ ବିବେକାନନ୍ଦ ବାରିକ୍ ସଭାକୁ ପରିଚାଳନା କରିଥିଲେ