ପଦ୍ମ_ପୁରସ୍କାର_ପ୍ରଦାନ .
ପଦ୍ମ_ପୁରସ୍କାର_ପ୍ରଦାନ . -ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବ -ସାଧାରଣତନ୍ତ୍ର ଦିବସରେ ଘୋଷିତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦାନ -ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିପରିଷଦ ସଦସ୍ୟ ଉପସ୍ଥିତ -୧୯ଟି ବର୍ଗରେ ୧୩୯ ପଦ୍ମ ବିଜେତାଙ୍କୁ ପୁରସ୍କୃତ କରୁଛନ୍ତି ରାଷ୍ଟ୍ରପତି .
