ଦାରୁ କିପରି ଗଲା ତଦନ୍ତ ହେବ: ଆଇନମନ୍ତ୍ରୀ.

ଦାରୁ କିପରି ଗଲା ତଦନ୍ତ ହେବ: ଆଇନମନ୍ତ୍ରୀ. -ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ. -ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ -'ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ' -'ଦାରୁ କିପରି ଗଲା ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ' -'ଜଗନ୍ନାଥ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ

ଦାରୁ କିପରି ଗଲା ତଦନ୍ତ ହେବ: ଆଇନମନ୍ତ୍ରୀ.