ପୁଣି ହେଲା ବରଗଡ ରେ ଜବର ଦଖଲ ଉଚ୍ଛେଦ। .

ପୁଣି ହେଲା ବରଗଡ ରେ ଜବର ଦଖଲ ଉଚ୍ଛେଦ। । ସଂପୂର୍ଣ୍ଣ ସୁଚନା ଉପରେ। ।ଦିନଥିଲା ଏଇବାଟେ ଆମେ ଦିଲ୍ଲୀ,ବମ୍ବେ କରଯାଉଥିଲୁ ।।ଦୁଇ ଚକିଆ ଯାନ ଟ୍ରକ, ବସ ଇତ୍ୟାଦିଯାଆ ଆସ କରିବାରେ କିଛି ଅସୁବିଧା ନଥିଲା। ।କିନ୍ତୁ ସେହି ରାସ୍ତା କୁ କିଛି ଧନଶାଲି ବ୍ଯକ୍ତି ସରକାର କୁ କିଛି ଅର୍ଥ ଦେଇ ନିଜ ନାଁରେ ଅକ୍ତିଆର କରିଥିବା ସୁଚନା ଦେଇଛି ବରଗଡ ଜିଲ୍ଲାପ୍ରଶାସନ।।ହେଲେ ଆଜିତାର ସମାପ୍ତି ଘଟିଛି।।ବ ରଗଡ ବାସୀ ଅନେକ ଦିନ ରୁ ଅଭିଯୋଗ କରି ଆସୁଥିଲେ ମଧ୍ଯ ଆଜିତାର ପରିସମାପ୍ତି ଘଟିଛି।।ଆଇନ ଆଗରେ ହାର ମାନିଛି ସବୁକିଛି।।ଆଜିବରଗଡ ଜିଲ୍ଲାପ୍ରଶାସନ ବେଆଇନ ଜବର ଦଖଲ କୁ ଉଚ୍ଛେଦ କରିଛି।।ବରଗଡ ରୁନାରାୟଣ ବେହେରାଙ୍କ ରିପୋର୍ଟ .