ବିଶ୍ୱ ଜଳ ଦିବସରେ CMଙ୍କ ପ୍ରକଳ୍ପ ଭେଟି...

ବିଶ୍ୱ ଜଳ ଦିବସରେ CMଙ୍କ ପ୍ରକଳ୍ପ ଭେଟି...

*ବିଶ୍ୱ ଜଳ ଦିବସରେ CMଙ୍କ ପ୍ରକଳ୍ପ ଭେଟି...*

*-ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ*

*-ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଶିଳାନ୍ୟାସ*

*-ପ୍ରାୟ ୩୨୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ*

*-ବୁନ୍ଦାଏ ବି ପାଣି ନଷ୍ଟ ନ କରିବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ*

*-ରାଜୀବ ଭବନଠାରେ ଶିଶୁ ଯତ୍ନ କେନ୍ଦ୍ର ‘କଳିକା’ ଉଦ୍‌ଘାଟିତ*

*-ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜଳ ସୁରକ୍ଷା ପ୍ରମୁଖ ସର୍ତ୍ତ: CM*

*-କୌଣସି ଚାଷଜମି ଜଳାଭାବର ଶିକାର ହେବ ନାହିଁ*

*-ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଆମର ସଂକଳ୍ପ*