ବେଆଇନ ପାହାର୍ଡ ମାଟି ଗାଡି ଦୁଇଟି ଜବଦ କରି ଖଇରା ଥାନାକୁ ଆଣିଛନ୍ତି, ଓ ଖଣି ଅଧିକାରୀ.

ବେଆଇନ ପାହାର୍ଡ ମାଟି ଗାଡି ଦୁଇଟି ଜବଦ କରି ଖଇରା ଥାନାକୁ ଆଣିଛନ୍ତି, ଓ ଖଣି ଅଧିକାରୀ.

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ଖଇରା ଥାନା ଅଧୀନ ଶାରୀଶୁଆ କପିଳ ଝରୀବନ୍ଦନଟା ଖଣି ଅଂଚଳ ରୁ ଖଇରା ଥାନାର IIC ଶ୍ରୀଯୁକ୍ତ ଜନ ପଟନାୟକ ଆଜି ବାଇକି ଯୋଗେ ରେଡ କରି ବେଆଇନ ପାହାର୍ଡ ମାଟି ଗାଡି ଦୁଇଟି ଜବଦ କରି ଖଇରା ଥାନାକୁ ଆଣିଛନ୍ତି, ଓ ଖଣି ଅଧିକାରୀ ତଦନ୍ତ କରି ଆଇନଗତ ପଦକ୍ଷେପ ଗ୍ରହଣ କରିବେ ବୋଲି IIC କହିଛନ୍ତି, ଆଜକୁ ଦୁଇଦିନ ହେବ ଦିନ ଓ ରାତିରେ ଚାଲିଛି ବେଆଇନ ପାହାର୍ଡ ମାଟି ଚୋରି, ଖଇରା ଥାନାର ପୋଲିସ କମ ଥିଲେ ମଧ୍ୟ୍ୟ ବାଇକି ରେ ହେଉଛି ରେଡ, ଚୋର ମନେ ଛାନିଆ, ପ୍ରକାଶ ଥାଉକି ଆନନ୍ଦ ନାୟକ କ୍ରସର ରେ ରହିଛି ଆଉ ଚାରୋଟିଗାଡି, କାହିଁକି ରଖାଯାଇଛି ତାହା ମଧ୍ୟ୍ୟ ତଦନ୍ତ ପରିସର ହେଉ ବୋଲି ସାଧାରଣ ରେ ଦାବୀ ହେଉଛି, ପୋଲିସ ଓ ଖଣି ବିଭାଗ ସଜାଗ ରହିବାକୁ ଅଂଚଳ ବାସି ଦାବୀ କରୁଛନ୍ତି,ଗାଡି ଡ୍ରାଇଭର ମାନଙ୍କୁ ପୋଲିସ କି ଆଧାର ରେ ଛାଡ଼ୁଛି କି କୋର୍ଟ ଚାଲାଣ କରିବ ଦେଖିବାକୁ ବାକି ରହିଲା,