admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 49
admin Sep 11, 2026 4
admin Sep 11, 2026 21
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Aug 29, 2026 5
admin May 29, 2026 67
admin May 27, 2026 10
admin May 17, 2026 67
admin Sep 11, 2026 102
admin Sep 10, 2026 163
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ବୌଦ୍ଧ ରେ ବିଶ୍ବ ରକ୍ତଦାତା ଦିବସ ପାଳିତ *ସଚେତନତା ଅଭାବରୁ ରକ୍ତ ଅଭାବ* *ବାର୍ଷିକ ଛଅ ହଜାର ୟୁନିଟ୍ ରକ୍ତ ଆବଶ୍ୟକ* ବୌଦ୍ଧ:୧୪/୬(ରବିନ୍ଦ୍ର ପଟ୍ଟନାୟକ) ଆଜି ସମଗ୍ର ବିଶ୍ଵରେ ବିଶ୍ଵ ରକ୍ତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ତାଲିମ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ରକ୍ତ କେନ୍ଦ୍ର ଅଧିକାରୀ ଡାକ୍ତର ହେମ୍ବ୍ରମ ରକ୍ତ କେନ୍ଦ୍ରର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ l ସମ୍ମାନୀତ ଅତିଥି ଭାବେ ଏଡିଏମଓ କିଶୋର ପଟ୍ଟନାୟକ, ଭେଷଜ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ପ୍ରଧାନ, ଡିପିଏମ ଗିରିଜା ମିଶ୍ର ରକ୍ତ ଦାନ ର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ l ସ୍ୱେଚ୍ଛାକୃତ ରକ୍ତଦାତା ଓ ପ୍ରବର୍ତ୍ତକ ସଂଘର ସଭାପତି ପ୍ରବୀର କୁମାର ଦାସ, ସମ୍ପାଦକ ଦେବାଶିଷ ପୁରୋହିତ, ଉପଦେଷ୍ଟା ଜୟ ନାରାୟଣ ମହାନ୍ତି, କାଉନ୍ ସେଲ ର ସୁରେଶ୍ଵର ଯୋଶୀ ରକ୍ତଦାନ ଶିବିର ଆୟୋଜନରେ ରହିଥିବା ସମସ୍ୟାର ସମାଧାନ ଓ ରକ୍ତଦାତା ମାନଙ୍କୁ ଉପଯୁକ୍ତ ଯତ୍ନ ଦିଆଗଲେ ରକ୍ତ ସଂଗ୍ରହ ବୃଦ୍ଧି ପାଇପାରିବ ବୋଲି ନିଜ ନିଜ ମତ ପ୍ରକାଶ କରିଥିଲେ l ଉପସ୍ଥିତ କାର୍ଯ୍ୟକର୍ତ୍ତା ଓ ରକ୍ତଦାତା ନିଜ ନିଜ ମତ ପ୍ରକାଶ କରିଥିଲେ l ଏହି ଅବସରରେ ରକ୍ତଦାତା ଭାଇ ଭଉଣୀ ଓ ରକ୍ତଦାନ ଶିବିର ଆୟୋଜକ ଅନୁଷ୍ଠାନ ମାନଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧନା ପ୍ରଦାନ କରା ଯାଉଥିଲା l ଜିଲ୍ଲା ଛଅ ହଜାର ୟୁନିଟ୍ ରକ୍ତ ଆବଶ୍ୟକ ରହିଥିବାରୁ ଏକ ଶହ ଶିବିର ଆୟୋଜନ କରିବା ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା l ବର୍ଷକୁ ଦୁଇଥର ତାଲିମ ଶିବିର ଆୟୋଜନ କରିବା ସହିତ ସଂଗଠନ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଗଲେ କାର୍ଯ୍ୟକର୍ତ୍ତା ଉତ୍ସାହିତ ହୋଇ ପାରିବେ ବୋଲି ପ୍ରକାଶ ପାଇଥିଲା l ଶେଷରେ ଡିପିଏମ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ରକ୍ତ କେନ୍ଦ୍ରର କର୍ମଚାରୀ ରଘୁନାଥ ସାହୁ, ଦିଲ୍ଲୀପ କୁମାର ଭୋଇ, ରୁତମ୍ଭରା ସାହୁ, ସୁରଜ ଭୋକ୍ତା ପରିଚାଳନା କରିଥିଲେ l ରକ୍ତ କେନ୍ଦ୍ର ଠାରେ ଆୟୋଜିତ ରକ୍ତଦାନ ଶିବିର ରେ ସ୍ୱେଚ୍ଛାକୃତ ଭାବେ ଭାଇ ଭଉଣୀ ମାନେ ରକ୍ତଦାନ କରିଥିଲେ l
Previous Article
Next Article
admin1
admin1 Jun 9, 2026 6
admin1 Jun 1, 2026 7
admin1 Jun 24, 2026 6
admin Apr 5, 2026 8
admin1 Jun 4, 2026 10
admin1 Jun 21, 2026 64
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 326
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options