ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଇସ୍ତଫା ଗ୍ରହଣ କଲେ ରାଜ୍ୟ ସରକାର

ଇସ୍ତଫା ଗ୍ରହଣ କରି ଗୃହ ମନ୍ତ୍ରଳାୟକୁ ପଠାଇଲେ

୨୦୧୩ ବ୍ୟାଚର ଆଇପିଏସ୍‌ ଅଫିସର ଜଗମୋହନ ମୀନା

ଜୁଲାଇ ୫ରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଜଗମୋହନ ମୀନା #DCP #Bhubaneswar