*ବୋର୍ଡ ନିଗମ ନିଯୁକ୍ତି: ତଥ୍ୟ ମାଗିଲେ ସରକାର*

*ବୋର୍ଡ ନିଗମ ନିଯୁକ୍ତି:  ତଥ୍ୟ ମାଗିଲେ ସରକାର*

*-ବୋର୍ଡ ନିଗମରେ ନେତାଙ୍କୁ ଥଇଥାନ ପାଇଁ କସରତ ଆରମ୍ଭ*

*-୪୪ଟି ସରକାରୀ ଉଦ୍ୟୋଗକୁ ତଥ୍ୟ ମାଗିଲା ସାଧାରଣ ପ୍ରଶାସନ ବିଭାଗ*

*-୨୦୨୪ ଜୁନ୍‌ ୧୨ରୁ ୨୦୨୬ ଏପ୍ରିଲ ୩୦ ମଧ୍ୟରେ ନିଯୁକ୍ତି ତଥ୍ୟ ମାଗିଲା*

*-କେତେ ଜଣଙ୍କୁ ନିଯୁକ୍ତି ଦିଆଯାଇଛି, କେଉଁ ପଦବୀରେ ଦିଆଯିବ ତଥ୍ୟ ଲୋଡ଼ିଲେ*

*-ସମ୍ପୂର୍ଣ୍ଣ ରିପୋର୍ଟ ନିର୍ଦ୍ଧାରିତ ଫର୍ମାଟରେ ଇ-ମେଲ୍‌ ପାଇଁ କୁହାଯାଇଛି*

*-PSUରେ ଖାଲି ପଡ଼ିଥିବା ପଦବୀ ଓ କର୍ମଚାରୀଙ୍କ ସଂଖ୍ୟା ତଥ୍ୟ ମାଗିଛି ବିଭାଗ*