ମହାନଦୀରେ ହେବ ମଧ୍ୟମ ଧରଣର ବନ୍ୟା।

ମହାନଦୀରେ ହେବ ମଧ୍ୟମ ଧରଣର ବନ୍ୟା।

ଦୟା ଓ ମହାନଦୀର ତଳିଆ ଅଞ୍ଚଳରେ ହେବ ମଧ୍ୟମ ଧରଣର ବନ୍ୟା। ନିମାପଡ଼ା, କଣାସ, ଗୋପ ଓ ଅସ୍ତରଙ୍ଗରେ ବନ୍ୟାପାଣି ପଶିବ। ଯାଜପୁର, ଦଶରଥପୁର, ଧାମନଗର, ଚାନ୍ଦବାଲିରେ ବନ୍ୟା ପାଣି ପଶିଛି। ଭଦ୍ରକରେ ଆସନ୍ତାକାଲି ସୁଦ୍ଧା ସ୍ଥିତି ସୁଧୁରିବ। ଆନନ୍ଦପୁର ଓ ଯାଜପୁରରେ ଛୋଟ ଘାଇ ହୋଇଛି। ପାଣି କମିଲେ ମରାମତି ହେବ।

ଦିଲ୍ଲୀପ ରାଉତ,

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ